ଜୁନରେ ଓଡ଼ିଶାରେ ୪୦ ପ୍ରତିଶତ ବର୍ଷା ନିଅଣ୍ଟ : ସ୍କାଏମେଟ୍

ଭୁବନେଶ୍ବର : ଚଳିତ ଜୁନ ମାସରେ ଏପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ବାଭାବିକ ବର୍ଷା ହୋଇଛି। ଜୁନ ୧ରୁ ୨୨ ମଧ୍ୟରେ ସାରା ଦେଶରେ ୧୦୫.୮ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ବାଭାବିକ (୧୦୬ ମିଲିମିଟର)ସହ ପ୍ରାୟ ସମାନ। କିନ୍ତୁ ସାମଗ୍ରିକ ଭାବେ ଦେଶରେ ସ୍ବାଭାବିକ ବର୍ଷା ହୋଇଥିବା ସତ୍ତ୍ବେ ସମଗ୍ର ଦେଶରେ ଏହି ବୃଷ୍ଟିପାତର ଆବଣ୍ଟନ ଅସମାନ ରହିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ରେକର୍ଡ ପରିମାଣର ବର୍ଷା ଯୋଗୁଁ ସାମଗ୍ରିକ ଭାବେ … Continue reading ଜୁନରେ ଓଡ଼ିଶାରେ ୪୦ ପ୍ରତିଶତ ବର୍ଷା ନିଅଣ୍ଟ : ସ୍କାଏମେଟ୍